ଦୀର୍ଘ ଦିନ ଧରି ଅନ୍ଧାର ରେ ଅଧା ରୁ ଅଧିକ କୋଳଥିଆ ର ଖଣ୍ଡଗିରି ବିହାର ଅଞ୍ଚଳ ! #Bbsr #Smartcity




 ଭୁବନେଶ୍ୱର : ଦୀର୍ଘ ଦିନ ଧରି ଅନ୍ଧାର ରେ ଅଧା ରୁ ଅଧିକ କୋଳଥିଆ ର ଖଣ୍ଡଗିରି ବିହାର ଅଞ୍ଚଳ ! ବାରମ୍ବାର ଅଭିଯୋଗ ପରେ ମଧ୍ୟ ନା ଶୁଣୁଛି ବିଦ୍ୟୁତ ବିଭାଗ ! ନା ଶୁଣୁଛି ବିଏମସି ! ତେବେ କାହିଁକି ହଜାର ହଜାର ଘର ଥିବା ଏହି ଅଞ୍ଚଳ ରେ ଲୋକ ଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦିଆ ଯାଉ ନାହିଁ ତାହା ହିଁ ଚିନ୍ତା ର କାରଣ !


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#BMC #TPCODL #kolathia #Khandagirivihar

Comments