Posts

ଜୟ ଜଗନ୍ନାଥ 🙏 ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର ରେ ସିଂହଦ୍ୱାର 🙏 ବଡ଼ ଦାଣ୍ଡ ରେ ଅପେକ୍ଷା କରିଛନ୍ତି ତିନି ରଥ ! ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Satapada #Brahmagiri

News Paper 16/07/2026

ତିନି ରଥ ରେ ଆଜ୍ଞା ମାଳ ଲାଗି ହେବା ର ଦୃଶ୍ୟ ! ଆଜ୍ଞା ମାଳ ଲାଗି ହେବା ପରେ ହିଁ ମହାପ୍ରଭୁ ରଥ ଉପର କୁ ଆସିବା ପାଇଁ ସୂଚନା ଦେଇଥାନ୍ତି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Rathyatra2026 #Janatajagaran

ସୁପ୍ରିମ କୋର୍ଟ ରେ ହଂଗାମା କରି ଦୁଇ ଆଇନ ଛାତ୍ର ଗିରଫ !

ସଜେଇ ହେଲାଣି ରଥ ! ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Puri #Rathyatra2026

ପାଠ୍ୟ ପୁସ୍ତକ ମୁଦ୍ରଣ ତ୍ରୁଟିରେ ୧୭୫ କୋଟି ର ରାଜସ୍ୱ କ୍ଷତି !

News Paper 15/07/2026

ରାଜୌରୀ ରେ ସେନା ଏବଂ SOG ର ବିଶାଳ ସର୍ଚ୍ଚ ଅପରେସନ !

ମହାପ୍ରଭୁ ଙ୍କ ର ନବ ଯୌବନ ଦର୍ଶନ 🙏 ଅହୋଭାଗ୍ୟ ଅହୋଭାଗ୍ୟ ମଣିମା 🙏 ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #lordjagannath #NabajaubanDarshan

ଦାରା ସିଂହ ଙ୍କୁ ମୁକ୍ତି ପାଇଁ ଆସିଲା ନିର୍ଦ୍ଦେଶ !

ଆଉ ମାତ୍ର ଗୋଟିଏ ଦିନ 🙏 ଆସୁଛନ୍ତି କାଳିଆ ସାଆନ୍ତ ! ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 #Puri #RathaYatra2026