Posts
ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି ରେ ୧୯ ଦିନ ରେ ଅନଶନ !
- Get link
- X
- Other Apps
ଦ୍ଵିତୀୟ ଦିନ ରେ ରଥଯାତ୍ରା ରେ ମଧ୍ୟ ଥମି ନାହିଁ ଭକ୍ତ ଙ୍କ ର ଭିଡ଼ ! ପୁରୀ ରେ ପୁଣି ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଙ୍କ ର ଆଗମନ ହୋଇଛି 🙏 ଭକ୍ତ ଏବଂ ଭଗବାନ ଙ୍କ ର ଏହି ଅପୂର୍ବ ମିଳନ କୁ ସାରା ବିଶ୍ୱ ଅପଲକ ନୟନ ରେ ଅନାଇ ରହିଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Rathyatra2026 #janatajagaran
- Get link
- X
- Other Apps
ତିଗିରିଆ ରୁ ଆସିଲା ବିକାଶ ଏବଂ ଜନ ସେବା ର ବିକଳ ଚିତ୍ର ! ପ୍ରବଳ ବର୍ଷା ରେ ଧସିଗଲା ତିଗିରିଆ ସରକାରୀ ମେଡିକାଲ ରେ ପାଚେରୀ ! ପୂର୍ବବତ ଏହା ମେଡିକାଲ ପାଇଁ ଜମି ଦାନ କରିଥିବା ସ୍ବର୍ଗତ ହର ମୋହନ ଙ୍କ ଜମି ଭିତରକୁ ଧସେଇ ହୋଇ ପଡିଛି ।ପୂର୍ବରୁ ତିଗିରିଆ ମେଡିକାଲ ରେ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନ ର ହେଉଥିବା ର ଅଭିଯୋଗ ମଧ୍ୟ ହୋଇଥିଲା ! ରିପୋର୍ଟ :- ସତ୍ୟ ମିଶ୍ର ଜନତା ଜାଗରଣ #Cuttack #Tigiria #Govtmedical #janatajagaran
- Get link
- X
- Other Apps
ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମହାପ୍ରଭୁ ବଳଭଦ୍ର ଏବଂ ମା ସୁଭଦ୍ରା ଙ୍କ ବଡ଼ ସିଂହାର ବେଶ 🙏 ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #RathaYatra2026 #Janatajagaran
- Get link
- X
- Other Apps
କେନ୍ଦ୍ରାପଡ଼ା ରେ ଅଧା ରେ ଅଟକିଲା ଶ୍ରୀ ବଳଦେବଜୀଉ ଙ୍କ ରଥ 🙏
- Get link
- X
- Other Apps
ଦେବୀ ସୁଭଦ୍ରା ଙ୍କ ପହଁଣ୍ଡି 🙏 ଦର୍ପ ଦଳନ ରଥ ଉପରକୁ 🙏 ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #LordSubhadra #Pahandi #Janatajagaran
- Get link
- X
- Other Apps
ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ଙ୍କ ପହଣ୍ଡି 🙏 ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Rathyatra2026 #Balabhadra #Pahandi
- Get link
- X
- Other Apps
ଜୟ ଜଗନ୍ନାଥ 🙏 ଚକ୍ରରାଜ ସୁଦର୍ଶନ ଙ୍କ ପହଣ୍ଡି ବିଜେ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜଗନ୍ନାଥ #Rathyatra2026 #Puri
- Get link
- X
- Other Apps










