Posts
ରଥ ପାଇବେ ଜୀବନ ! ମହାପ୍ରଭୁ ଙ୍କୁ ଡାକ ଦେବେ ଓଲଟ ଶୁଆ ! ରଡି ଛାଡିଲେଣି କଳା ଏବଂ ଧଳା ଘୋଡା ! ଶେଷ ପର୍ଯ୍ୟାୟ ରେ ପହଂଚିଛି ରଥ ନିର୍ମାଣ କାର୍ଯ୍ୟ ! ପଡି ସାରିଛି ହରିବୋଲ 🙏 ଜ୍ୱର ହୋଇଥିବା ମହାପ୍ରଭୁ ଏବେ ମୋଦକ ଲାଗି ହେବା ପରେ ଭକ୍ତ ଙ୍କୁ ଭେଟିବାକୁ ଉଛୁର ହେଲେଣି ! ହେବାକୁ ଯାଉଛି ଭକ୍ତ ଏବଂ ଭଗବାନ ଙ୍କ ମିଳନ ! ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #RathYatra2026 #janatajagaran
- Get link
- X
- Other Apps
ପୋଲସରା ରେ ସରକାରୀ ଟ୍ୟାପ ରୁ ବାହାରୁଛି କାଦୁଅ ମିଶା ପାଣି !
- Get link
- X
- Other Apps
ଝାରସୁଗୁଡା ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ବିରୋଧ ! #Jharsuguda
- Get link
- X
- Other Apps
ଏହା କେଉଁ ପ୍ରକାର ଜନ ସେବା ? ଲୋକ ଙ୍କ ର ଟାକ୍ସ ର କେମିତି ଦୁର୍ବ୍ୟବହାର ହେଉଛି ଦେଖନ୍ତୁ ! ଭୁବନେଶ୍ୱର ର ଖଣ୍ଡଗିରି ନିକଟସ୍ଥ କୋଳଥିଆ ର ଖଣ୍ଡଗିରି ବିହାର ରେ ଡ୍ରେନ ରୁ ମଇଳା କଢ଼ାଯିବା ପରେ ଦୁଇ ଦିନ ଲଗାଣ ବର୍ଷା ରେ କାଦୁଅ ପଚ ପଚ ରାସ୍ତା ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Bbsr #Khandagiri #Janatajagaran
- Get link
- X
- Other Apps










