Posts
ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda
- Get link
- X
- Other Apps
ଶିଆଳି ରେ କୂଳ ଲଙ୍ଘିଲା ସମୁଦ୍ର !ଜଗତସିଂହପୁର: ଶିଆଳି ଓ ରାମତରାରେ କୂଳ ଲଙ୍ଘିଲା ସମୁଦ୍ର !ରାମତରା ମୀରା ସମୁଦ୍ର କୂଳରେ ୧୦୦ ଫୁଟ୍ ଘାଇ ହୋଇଥିବା ବେଳେ ବାଲି ବସ୍ତା ଭାଙ୍ଗି ଘାଇ ହୋଇଥିବା ସୂଚନା ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Jagatsinghpur #Siali #Ramatara #SeaErosion #OdishaCoast
- Get link
- X
- Other Apps
ୟୁକ୍ରେନ୍ ଯୁଦ୍ଧ ରେ ପାକିସ୍ତାନୀ ଅସ୍ତ୍ରର ମାନ ନେଇ ପ୍ରଶ୍ନ ଉଠିଛି , ୧୫୫ ମିମି ତୋପ ଗୋଳାରୁ ତୋପ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ !
- Get link
- X
- Other Apps
ନୈନିତାଲ: ଦୂଷିତ ପାଣି ପିଇ ୨ ଜଣଙ୍କ ମୃତ୍ୟୁ, ୬ ଇଞ୍ଜିନିୟର ନିଲମ୍ବିତ
- Get link
- X
- Other Apps