Posts

News Paper 26/09/2026

News Paper 25/09/2026

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

କେନ୍ଦ୍ରାପଡ଼ା: ସାତଭାୟାରେ ୨୦୦ ଫୁଟ୍‌ କୂଳ ଲଙ୍ଗିଲା ସମୁଦ୍ର !ଉଚ୍ଚ ଲହଡ଼ିରେ ଧସି ଯାଇଛି ବାଲି ସ୍ତୁପ, ଉପୁଡ଼ି ପଡିଛି ବଡ଼ ବଡ଼ ଗଛ ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Kendrapara #Satabhaya #SeaErosion #OdishaCoast #DeepDepression

ଶିଆଳି ରେ କୂଳ ଲଙ୍ଘିଲା ସମୁଦ୍ର !ଜଗତସିଂହପୁର: ଶିଆଳି ଓ ରାମତରାରେ କୂଳ ଲଙ୍ଘିଲା ସମୁଦ୍ର !ରାମତରା ମୀରା ସମୁଦ୍ର କୂଳରେ ୧୦୦ ଫୁଟ୍‌ ଘାଇ ହୋଇଥିବା ବେଳେ ବାଲି ବସ୍ତା ଭାଙ୍ଗି ଘାଇ ହୋଇଥିବା ସୂଚନା ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Jagatsinghpur #Siali #Ramatara #SeaErosion #OdishaCoast

News Paper 24/09/2026

ୟୁକ୍ରେନ୍ ଯୁଦ୍ଧ ରେ ପାକିସ୍ତାନୀ ଅସ୍ତ୍ରର ମାନ ନେଇ ପ୍ରଶ୍ନ ଉଠିଛି , ୧୫୫ ମିମି ତୋପ ଗୋଳାରୁ ତୋପ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ !

News Paper 23/09/2026

ନୈନିତାଲ: ଦୂଷିତ ପାଣି ପିଇ ୨ ଜଣଙ୍କ ମୃତ୍ୟୁ, ୬ ଇଞ୍ଜିନିୟର ନିଲମ୍ବିତ

News Paper 22/09/2026