ସେସେଲ୍ସର ଜାତୀୟ ଦିବସ ଉତ୍ସବ ସମୟରେ ପ୍ୟାରେଡ ରେ ଯୋଗ ଦେଇଥିବା ଭାରତୀୟ ସେନାବାହିନୀ ର ମାର୍ଚ୍ଚିଂ ଦଳ ଅତିକ୍ରମ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଠିଆ ହୋଇ ସମ୍ମାନ ପ୍ରଦର୍ଶନ କରିଥିଲେ । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Indianarmy #Seychellees




 

Comments