ଭିଜିଲାନ୍ସ ଜାଲ ରେ କୋଷାଗୁଡା RI #Corruption #RI !


 #ଭିଜିଲାନ୍ସ_ଜାଲରେ_ମହିଳା_RI

୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା RI। କୋରାପୁଟ ବୋରିଗୁମ୍ମା ତହସିଲ କୋଷାଗୁଡ଼ା RI ଶୈଳବାଳା ନାଏକ। ମତ୍ସ୍ୟ ପୋଖରୀ ଯୋଜନାରେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 

Comments