ଭୁବନେଶ୍ୱର ରେ ଗଡୁଛି ଅଶୀ ଦଶକ ର ସରକାରୀ ଗାଡି ! ଛାଡ଼ୁଛି ମୋଟା କଳା ଧୂଆଁ ! ପ୍ରଦୂଷଣ ପାଇଁ ତଣ୍ଡ ଗଣୁଛନ୍ତି ନିରୀହ ଜନତା । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Bbsr #Polution



 

Comments