ସ୍ମାର୍ଟ ସିଟି ରେ ଅବହେଳିତ ଖଣ୍ଡଗିରି ବିହାର କଲୋନୀ ! #କୋଳଥିଆ #bbsr #khandagirivihar

ଏ ହେଉଛି ଭୁବନେଶ୍ୱର କୋଳଥିଆ ସ୍ଥିତ ଖଣ୍ଡଗିରି ବିହାର ର ଦୃଶ୍ୟ !
କୁଆଡେ ଗଲେ ସ୍ଥାନୀୟ ରାଜନେତା ଏବଂ ବିଏମସି କର୍ମଚାରୀ ?
ଆପଣ ମାନ ଙ୍କ ଭାଷା ରେ ବିକାଶ ର ଚିତ୍ର କଣ ଏହି ଭଳି ହେବା ଉଚିତ କି ? ରାଜଧାନୀ ଭୁବନେଶ୍ୱର ଭଳି ସ୍ମାର୍ଟ ସିଟି ରେ ମଧ୍ୟ ରହିଛି ରାସ୍ତା ରେ ମରଣଯନ୍ତା ଏବଂ ଜଳୁ ନ ଥିବା ଷ୍ଟ୍ରିଟ ଲାଇଟ ! ବିଶ୍ୱାସ ନ ହେଲେ ବି ସତ ! ଏପରିକି କୌଣସି ଅସୁବିଧା ହେଲେ ଅଭିଯୋଗ କଲେ ବିଏମସି କର୍ମଚାରୀ ମାନେ ଆସନ୍ତି ନାହିଁ ! ଦୀର୍ଘ ଦିନ ଧରି ଷ୍ଟ୍ରିଟ ଲାଇଟ ଗୁଡିକ ଜଳୁ ନ ଥିବା ବେଳେ ଖାଲ ଖମା ରେ ପରିପୂର୍ଣ୍ଣ ହୋଇଛି ରାସ୍ତା ! 

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Kolathia #khandagirivihar







 

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors