ତାମିଲନାଡୁ ର ଲୋକ ଙ୍କ ପାଇଁ ୩୦୦ ନୂଆ ବସ ! ଏବଂ ନିଜେ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ବିନା ସୁରକ୍ଷା ରେ ସାଧାରଣ ଲୋକ ଙ୍କ ଭଳି ବସ ରେ ଯାତ୍ରା ତାମିଲନାଡୁ ର ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଙ୍କ ର ମହାନତା କୁ ଦର୍ଶାଉଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Tamilnadu #BUS #TVK





 

Comments