ଦିଲ୍ଲୀ ରେ କାକ୍ରୋଚ ଜନତା ପାର୍ଟି ର କର୍ମକର୍ତ୍ତା ସମାବେଶ ରେ ଥରିଲା ଦିଲ୍ଲୀ ! ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରୁ ରାଜରାସ୍ତା କୁ ଓହ୍ଲାଇଛନ୍ତି ସମର୍ଥକ ! ରିପୋର୍ଟ - ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Delhi #CJP

 ଦିଲ୍ଲୀ ରେ ପହଞ୍ଚିଛନ୍ତି କାକ୍ରୋଚ ଜନତା ପାର୍ଟି ର ପ୍ରତିଷ୍ଠାତା ! ଆନ୍ଦୋଳନ କୁ ପୋଲିସ ଦେଇଛି ଅନୁମତି! 

ଶାନ୍ତି ପୁର୍ଣ ଭାବେ ହଟ୍ଟଗୋଳ କରାଯିବା ସହିତ ! ନିଜର ଦାବି ଏବଂ ଅଭିଯୋଗ କୁ ନେଇ ପ୍ରତିବାଦ ଜାରି ରଖିଛି କାକ୍ରୋଚ ଜନତା ପାର୍ଟି !





Comments