ମହାନଦୀ ରେ ବଢୁଛି ଘଡ଼ିଆଳ କୁମ୍ଭୀର ଙ୍କ ସଂଖ୍ୟା ? on June 30, 2026 Get link Facebook X Pinterest Email Other Apps ମହାନଦୀ ରେ ବଢୁଛି ଘଡ଼ିଆଳ କୁମ୍ଭୀର ଙ୍କ ସଂଖ୍ୟା ! ବନ୍ୟପ୍ରାଣୀ ବିଭାଗ ତରଫରୁ ଜାରି କରାଯାଇଥିବା ଏହି ଫୋଟୋ ଗୁଡିକ ରେ ମହାନଦୀ ଅବବାହିକା ରେ ଗୋଟିଏ ମା ଘଡ଼ିଆଳ କୁମ୍ଭୀର ତା ଛୁଆ ମାନ ଙ୍କ ସହିତ !ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #MahandiRiverbank #OdishaForest Comments
Comments
Post a Comment