ଦର୍ଶନ ପାଇଁ ଭକ୍ତ ଙ୍କ ଠାରୁ ଟଙ୍କା ଆଦାୟ କଥା ଶୁଣି ମହପ୍ରଭୁ ଙ୍କ ମନ ବିରସ ! #Lordjagannath #Rathyatra2026


 ଦର୍ଶନ ପାଇଁ ଭକ୍ତ ଙ୍କ ଠାରୁ ଟଙ୍କା ଆଦାୟ କଥା ଶୁଣି ମହପ୍ରଭୁ ଙ୍କ ମନ ବିରସ ! ସାରା ବିଶ୍ୱ ର ସେ ଜୀବନ୍ତ ଠାକୁର ! ଅପୂର୍ବ ତାଙ୍କର ମାନବୀୟ ଲୀଳା । ସେ ସର୍ବତ୍ର ବିଦ୍ୟବାନ 🙏 ଆଗେଇ ଆସୁଛି ରଥଯାତ୍ରା ! ତା ପୂର୍ବ ରୁ ପୁଣି ସ୍ନାନ ପୁର୍ଣିମା ! ମହାପ୍ରଭୁ ଙ୍କ ର ଅନେକ ଚିନ୍ତା ! ଲୋକେ ଏବେ ଯାହା ଏବେ ଖଳ ବଳ ହେଲେଣି ରଥଯାତ୍ରା ଟା ନିହାତି ଭଲ ଭଲ ରେ ହୋଇଯିବା ଆବଶ୍ୟକ ! ଯେତେ ଯାହା ହେଲେ ଏଇଟା ଓଡ଼ିଆ ଜାତି ର ସମ୍ମାନ ର କଥା ! ହେଲେ କଳିଯୁଗ ରେ ମହାପ୍ରଭୁ ମୁହଁ ଖୋଲି କହିବେ କାହାକୁ ? ଯାହା ନିଜ କୃପା ବଳ ରେ କରିବା କଥା ! 


କରି କରାଉ ଥାଏ ସେହି 🙏 ତା ବିନୁ ଅନ୍ୟଗତି ନାହିଁ 🙏

ଜୟ ଜଗନ୍ନାଥ 

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Puri #RathaYatra2026

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike