ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧା ମୂରତି ! ଚକ୍ଷୁ ଧନ୍ୟ ହେଲା 🙏 ଲାଗି ହେବ ଶହ ଶହ ଗରା ଜଳ ! ମାନବୀୟ ଲୀଳା ରଚି ଜ୍ୱର ରେ କମ୍ପିବେ ବ୍ରହ୍ମାଣ୍ଡ ଗୋସାଇଁ ! ତା ପରେ ସମସ୍ତ ଙ୍କ ନଜର ଆଢୁଆଳ ରେ ମହାପ୍ରଭୁ ବିରାଜିବେ ବକ୍ସି ଙ୍କ କ୍ଷେତ୍ର ବ୍ରହ୍ମଗିରି ର ପ୍ରଭୁ ଅଲାରନାଥ ଙ୍କ ମନ୍ଦିର କୁ 🙏 ରୁଣ୍ଡ ହେବେ ଭକ୍ତ ମେଳା ଲାଗିବ ବ୍ରହ୍ମଗିରି ରେ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #snanpurnima2026



 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike