ଗୁପ୍ତ ଶ୍ରୀକ୍ଷେତ୍ର ରେ ସ୍ନାନ ପୁର୍ଣିମା ପାଳିତ ! #Tigiria



୧୦୮ ଗରା ଜଳ ଲାଗି ହେଲେ ତିଗିରିଆ ଗଡ଼ଜାତ ର ଇଷ୍ଟ ଦେବ ମହାପ୍ରଭୁ ପ୍ରସନ୍ନମଣି 🙏 ଦିନେ ଆକ୍ରାମ ଖାଁ ଆକ୍ରମଣ ସମୟ ରେ ମହାପ୍ରଭୁ ଏହି ମହାନଦୀ ତଟସ୍ଥ ବଣ ପାହାଡ଼ ଘେରା ତିଗିରିଆ ରାଇଜ କୁ ସପରିବାରେ ଚାଲି ଆସିଥିଲେ ଏବଂ ବିପଦ ଟଳିବା ପରେ ତତ୍କାଳୀନ ତିଗିରିଆ ମହାରାଜ ଙ୍କ ଭକ୍ତି ରେ ପ୍ରସନ୍ନ ହୋଇ ଏଠାରେ ପ୍ରସନ୍ନମଣି ରୂପରେ ବିରାଜିତ ହେଲେ ! ଏବେ ବି କିମ୍ବଦନ୍ତୀ ଶୁଣିବାକୁ ମିଳେ ପ୍ରସନ୍ନମଣି ଙ୍କ ଲୀଳା ଖେଳା ବିଷୟ ରେ 🙏 


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Tigiria #Lordprasannamani
 

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike