Skip to main content
ଆରମ୍ଭ ହେଲା ଅପରେସନ ଆମିଷ୍ଟାଦ ! ଭେନେଜୁଏଲା ରେ ଭୁମିକମ୍ପ କ୍ଷତିଗ୍ରସ୍ତ ଙ୍କ ପାଇଁ ମେଡିକାଲ ସାମଗ୍ରୀ ଏବଂ ଖାଦ୍ୟ ପଠାଇଲା ଭାରତୀୟ ସେନା ଏବଂ ଏହା ସହିତ ଏକାଧିକ ଜରୁରୀକାଳୀନ ମେଡିକାଲ ଟିମ ମଧ୍ୟ ଖୁବ ଶୀଘ୍ର ଭେନେଜୁଏଲା ରେ ପହଂଚିବା ନେଇ ସ୍ପଷ୍ଟ ହୋଇଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OpretionAmistad #Indianarmy #Venejuela
Comments
Post a Comment