Skip to main content
ଏତେ ଲୋକ ଧରା ହେଉଛନ୍ତି କିନ୍ତୁ ବ୍ରାଉନ ସୁଗାର କେଉଁଠୁ ଆସୁଛି ଧରି ପାରୁ ନାହାନ୍ତି ? ଖୋରଧା ଜିଲ୍ଲା ବାଲୁଙ୍ଗା ଥାନା ପୋଲିସ ପକ୍ଷରୁ ରାମପୁର ଛକ ନିକଟ ରେଳ ଓଭରବ୍ରିଜ ଠାରେ ଚଢ଼ାଉ ବ୍ରାଉନସୁଗାର ଜବତ ସହ ଅଭିଯୁକ୍ତ ଗିରଫ । ରିପୋର୍ଟ :- ପିଙ୍କୁନ ଜେନା ଜନତା ଜାଗରଣ #Khordha #Balugaon
Comments
Post a Comment