ମଧ୍ୟପ୍ରାଚ୍ୟ ର ଯୁଧ୍ୟ କୁ ନେଇ ଆରମ୍ଭ ହୋଇଛି ଓଡିଶା ରେ ଏଲପିଜି କଳାବଜାରୀ ! ଖୋଦ ଭୁବନେଶ୍ୱର ରେ ଗ୍ୟାସ ଟାଙ୍କି ର ଦର ଦାମ ବୃଦ୍ଧି ଘଟିଥିବା ଶୁଣିବାକୁ ମିଳୁଛି ! #LPGprice #MiddleEastWar


 

Comments