ନରସିଂହପୁର ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ସବୁ ଜଙ୍ଗଲ ରେ ମିଳୁଛି ହାତୀ ଙ୍କ ମୃତ ଦେହ !







 ନରସିଂହପୁର ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ସବୁ ଜଙ୍ଗଲ ରେ ମିଳୁଛି ହାତୀ ଙ୍କ ମୃତ ଦେହ ! କେଉଁଠି କରେଣ୍ଟ ଲାଗି ହାତୀ ମୃତ ତ ଆଉ କେଉଁଠି ରୋଗ ରେ ହାତୀ ର ମୃତ୍ୟୁ ! ତେବେ ବନ ବିଭାଗ କରୁଛି କଣ ?


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ


#Cuttack #Dhenkanal

Comments