ଧଉଳି ଅଞ୍ଚଳ ରେ ପୋଲିସ କୁ ଗାଳି ଦେବା ଅଭିଯୋଗ ରେ ଦୁଇ ଗିରଫ !

ବିଳମ୍ବିତ ରାତ୍ରିରେ ଲୋକଙ୍କୁ ଖଣ୍ଡା ଦେଖାଇ ଛିନତାଇ କରିବା ଉଦେଶ୍ୟରେ ବୁଲୁଥିବା ସମୟରେ ମାଡି ବସିଲା ଧଉଳି ଥାନା ପୋଲିସ l ପୋଲିସକୁ ଗାଳି କରିବା ଧମକ ଦେବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ l


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ 


#Dhauli

 

Comments