ପୁରୀ ବାସେଳି ସାହି ଥାନା ପୋଲିସ ହାତ ରେ ଧରା ପଡିଲେ ସାତ ଜଣ ଡକାୟତ !


 ପୁରୀ ବାସେଳିସାହି ଥାନା ପୋଲିସ ହାତରେ ଧରାପଡିଲେ ସାତଜଣ ଡକାୟତି, ଅଭିଯୁକ୍ତଙ୍କ ଠାରୁ ଖଣ୍ଡା, ଛୁରୀ, ଲୁହା ରଡ୍, ଜୀବନ୍ତ ବୋମା, ମଦ ବୋତଲ ଆଦି ଜବତ କରାଯାଇଛି ।

ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ


#ପୁରୀ #Police

Comments