କାହିଁକି ଚୁପ ବସିଛି ତିଗିରିଆ ପ୍ରଶାସନ ? ତିଗିରିଆ ପନ୍ଥେଇ ସାହି ନିକଟ ରେ ବଢୁଛି ନିଶା ବେପାରୀ ଙ୍କ ଉତ୍ପାତ ! ଦିନ ଦୁଇ ପହରେ ନିଶା ବେପାର ସାଙ୍ଗକୁ ବେଆଇନ ଭାବରେ ଜମି ଜବରଦଖଲ ! #Tigiria


 

Comments