କେବେ ପରିବାର ନେଇ ଚିଲିକା ଆସିଲେ ମିର୍ଜାପୁର ଠାରେ ଥିବା ମାରବାଡ଼ି ବାସା ରେ ରହି ସାମ୍ନା ରେ ଥିବା ଚିଲିକା ବୋଟିଙ୍ଗ ର ମଜା ନିଅନ୍ତୁ। ମାଲିକ ପ୍ରକାଶ ଦାସ ଅତ୍ୟନ୍ତ ଭଦ୍ର ଏବଂ ମେଳାପୀ ସ୍ଵଭାଵ ର ହୋଇଥିବା ବେଳେ ତାଙ୍କ ହାତ ରନ୍ଧା ସମ୍ପୂର୍ଣ ନିରାମିଷ ଖାଦ୍ୟ ଅତ୍ୟନ୍ତ ସୁସ୍ୱାଦୁ ।
ରିପୋର୍ଟ :- ଲିଲନ କୁମାର ଜେନା
ଜନତା ଜାଗରଣ
#Chilika #Touristplace
Comments
Post a Comment