ଆମ ବସ ଉପରେ ପଡିଲା ଗଛ !




 #ବସ_ଉପରେ_ପଡ଼ିଗଲା_ଗଛ

ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ ! ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ କାଳବୈଶାଖୀ ତାଣ୍ଡବ ! ବସ ଉପରେ ପଡ଼ିଲା ଗଛ ! ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ


#Ganjam #Storm

Comments