ମାଛ ଧରିବା କୁ ଯାଇଥିବା ବୃଦ୍ଧ ଙ୍କ ମୃତ ଦେହ ନଦୀ ରୁ ଉଦ୍ଧାର ! on March 19, 2026 Get link Facebook X Pinterest Email Other Apps ଗତ କାଲି ଠାରୁ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ । ନଦୀରୁ ମୃତ ଦେହ ଭାସମାନ ଅବସ୍ଥାରେ ଉଦ୍ଧାର । ମୃତ ଦେହ ଉଦ୍ଧାର କଲା ବସ୍ତା ଅଗ୍ନିଶମ ବାହିନୀ । ସିଂଲା ପୋଲିସର ତଦନ୍ତ ଜାରି । ମୃତ ବୃଦ୍ଧ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ସାହାଡ଼ା ପଂଚାୟତର ଲକ୍ଷ୍ମୀଧର ସାହୁ ।ରିପୋର୍ଟ :- ଗଣେଶ ପାଣିଗ୍ରାହୀ ଜନତା ଜାଗରଣ #Balasore Comments
Comments
Post a Comment