Posts

ବାଣୀବିହାର ସମ୍ମୁଖ NH ବନ୍ଦ କରି ଛାତ୍ର କଂଗ୍ରେସ ର ଧାରଣା ! ନିର୍ବାଚନୀ ଫଳାଫଳ ବିଳମ୍ବିତ ହେଉଥିବାରୁ ପ୍ରତିବାଦ ଜଣାଇଛି NSUI !

ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ରେ ABVP ପ୍ରାର୍ଥୀ ଙ୍କ ବାଜିମାତ !

ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ABVP ବିଜୟୀଡି. ନନ୍ଦିନୀ ସଭାପତି; ମାନସ ରଞ୍ଜନ ସାହୁ ସାଧାରଣ ସଂପାଦକ ପଦ ରେ ବିଜୟୀ ହୋଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Khordha #PrananathAutonomousCollege #ABVP

କଲେଜ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ ର ଦବ ଦବା ଜାହିର !

ରାହୁଲ ଗାନ୍ଧୀ ଙ୍କୁ ସୁପ୍ରିମ କୋର୍ଟ ଙ୍କ ନୋଟିସ !

ଭୁବନେଶ୍ୱର : BCJD ନେତ୍ରୀ ଇପ୍‌ସିତା ସାହୁ ଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରସରରୁ ଟେକି ନେଲା ମହିଳା ପୋଲିସ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #BCJD #RDWOMENSUNIVERSITY

ରମାଦେବୀ ବିଶ୍ବବିଦ୍ୟାଳୟ ରେ ମହାପ୍ରସାଦ ଖୁଆଇ ଭୋଟ୍ ଭିକ୍ଷା କଲେ BCJD ପ୍ରାର୍ଥୀ !

ସାତପଡା କଲେଜ ରେ ବୋମା ବିସ୍ପୋରଣ !

ଫକୀର ମୋହନ କଲେଜ ରେ ABVP-BCJD କର୍ମୀ ମୁହାଁମୁହିଁ !

News Paper 15/10/2026

ବାବା ବଳିଆ କଲେଜ ରେ ଧସ୍ତା ଧସ୍ତି ରେ ବେହୋସ ହୋଇ ଗଲେ ସଭାପତି ପ୍ରାର୍ଥୀ !

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିର୍ଜାପୁର ରେ ନାବାଳିକା ଙ୍କୁ ଯୌନ ନିର୍ଯାତନା ଅଭିଯୋଗ ! ବର୍ଷକ ମଧ୍ୟ ରେ ଆଠ ନମ୍ବର ନାବାଳିକା ଦୁଷ୍କର୍ମ ର ଶିକାର !

ଅଣଛାତ୍ର ବାଣୀବିହାର ଛାଡ଼ନ୍ତୁ : ପୋଲିସ କମିଶନର