ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଅକ୍ଟୋବର ୧୨ ତାରିଖ ସୁପ୍ରିମକୋର୍ଟ ପଦଯାତ୍ରାକୁ ନେଇ ନୋଟିସ୍ ମିଳିଛି ! ରାହୁଲ ଓ ଅଖିଳେଶ ଯାଦବଙ୍କ ସମେତ ୧୨ ନେତାଙ୍କୁ ନୋଟିସ୍ ମିଳିଥିବା ବେଳେ ରାହୁଲ ଙ୍କ ଆଚରଣ କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ !
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#RahulGandhi #SupremeCourtNotice #AkhileshYadav #IndianPolitics
Comments
Post a Comment