କଲେଜ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ ର ଦବ ଦବା ଜାହିର !

ସାଧାରଣ ନିର୍ବାଚନ ହାରି ମଧ୍ୟ କଲେଜ ନିର୍ବାଚନ ରେ BCJD ଜରିଆରେ ବିଜେଡି ନିଜର ଦମ ଜାହିର କରିଛି ! ଦୁଇ ଟି ପ୍ରମୁଖ ବିଶ୍ୱ ବିଦ୍ୟାଳୟ ରମାଦେବୀ ଏବଂ ରେଭେନ୍ସା କୁ BCJD ନିଜ ଦଖଲ କୁ ନେଇଥିବା ବେଳେ ଦଶପଲ୍ଲା ର ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟ, ଝାରସୁଗୁଡା ର ପିକେଏସଏସ କଲେଜ, କମଳା ନେହରୁ ମହିଳା ମହାବିଦ୍ୟାଳୟ,ବାସୁଦେବପୁର କଲେଜ, ଜୟପାଟଣା ଇନ୍ଦ୍ରାବତୀ କଲେଜ, ଖଡିଆଳ ମଡେଲ କଲେଜ୍‌,
ନିଆଳି କଲେଜ୍‌, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜ୍‌, ବେଲପଡ଼ା, ପାଟଣେଶ୍ବରୀ ମହିଳା ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ,ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ,
ବୀରମହାରାଜପୁର କଲେଜ୍‌,କାମାକ୍ଷାନଗର ଡିଗ୍ରୀ କଲେଜ,
ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ଦିଗପହଣ୍ଡି ବିଶ୍ବସରାୟ ବିଜ୍ଞାନ ମହାବିଦ୍ୟାଳୟ,ବାଳକାଟି ପ୍ରତାପ ଶାସନ ଡିଗ୍ରୀ କଲେଜ, ଜଗତସିଂପୁର ତିର୍ତ୍ତୋଲ କଲେଜ କୁ ବିଜୁ ଛାତ୍ର ଜନତା ଦଳ ନିଜ ଦଖଲ କୁ ନେଇଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#BCJD #BCJDVictory #StudentUnionElection #ElectionResults

Comments