ବାରିପଦା: ବାବା ବଳିଆ କଲେଜ ବାହାରେ ସଭାପତି ପ୍ରାର୍ଥୀ ଦାମି କାର୍ରେ କଲେଜ ଭିତରକୁ ଯିବା ବେଳେ ଧସ୍ତାଧସ୍ତି ହୋଇଥିଲା ଏବଂ ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂରେ ଚେତାଶୂନ୍ୟ ହୋଇଯାଇଥିଲେ ସଭାପତି ପ୍ରାର୍ଥୀ ! ତୁରନ୍ତ ତାଙ୍କୁ ବାରିପଦା ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Baripada #BabaBaliaCollege #CollegeElection #StudentElection
Comments
Post a Comment