ସାତପଡା କଲେଜ ରେ ବୋମା ବିସ୍ପୋରଣ !

ନିର୍ବାଚନୀ ହିଂସା କୁ ନେଇ ସାତପଡା ପଞ୍ଚାୟତ କଲେଜ ରେ ବୋମା ମାଡ଼ ! ଅଳ୍ପକେ ବର୍ତ୍ତିଲେ ଶହ ଶହ ଛାତ୍ର ଛାତ୍ରୀ ! ଘନ ଘନ ସାତ ରୁ ଉର୍ଦ୍ଧ ବୋମା ପକାଇ ଛାତ୍ର ଛାତ୍ରୀ ଙ୍କୁ ହତ୍ୟା ଉଦ୍ୟମ ! ତେବେ କଲେଜ ସାଇନ ଡାଏ ଘୋଷଣା କଲେ କର୍ତୃପକ୍ଷ !

ରିପୋର୍ଟ :- ଲିଲନ କୁମାର ଜେନା 
ଜନତା ଜାଗରଣ 

#Saatapada #Panchayat #College

Comments