ବାଣୀବିହାର : ବାଣୀବିହାର ସମ୍ମୁଖ NH ବନ୍ଦ କରି ଛାତ୍ର କଂଗ୍ରେସ ର ଧାରଣା ! ନିର୍ବାଚନୀ ଫଳାଫଳ ବିଳମ୍ବିତ ହେଉଥିବାରୁ ପ୍ରତିବାଦ ଜଣାଇଛି NSUI ! ଫଳ ରେ ରାସ୍ତା ଜାମ ହୋଇ ହଜାର ହଜାର ଗାଡି ଅଟକି ରହିଛି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#NSUIProtest #ElectionResultsDelay #StudentCongress #OdishaStudents
Comments
Post a Comment