ବାଲେଶ୍ବର: ଫକୀର ମୋହନ କଲେଜ ରେ ABVP-BCJD କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି ! ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ବେଳେ ପୋଲିସ ଉପସ୍ଥିତି ରେ ଚାଲିଛି ଭୋଟିଂ ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#FakirMohanCollege #Balasore #ABVP #BCJD #StudentUnionElection
Comments
Post a Comment