ରମାଦେବୀ ବିଶ୍ବବିଦ୍ୟାଳୟ ରେ ମହାପ୍ରସାଦ ଖୁଆଇ ଭୋଟ୍ ଭିକ୍ଷା କଲେ BCJD ପ୍ରାର୍ଥୀ !

ଭୁବନେଶ୍ୱର : ରମାଦେବୀ ବିଶ୍ବବିଦ୍ୟାଳୟ ରେ ମହାପ୍ରସାଦ ଖୁଆଇ ଭୋଟ୍ ଭିକ୍ଷା କଲେ BCJD ପ୍ରାର୍ଥୀ ! ବିଶ୍ବବିଦ୍ୟାଳୟ ଗେଟ୍ ଆଗରେ ଠିଆ ହୋଇ ମହାପ୍ରସାଦ ଖୁଆଇ ଭୋଟ୍ ଭିକ୍ଷକରିଥିବା ବେଳେ ବ୍ୟାଲଟ କୁ ନେଇ ଅନିୟମିତତା ଅଭିଯୋଗ ପୂର୍ବକ ଛାତ୍ରୀ ଙ୍କ ହାତ ରେ ବ୍ୟାଲଟ ନମ୍ବର ଲେଖି ପଠାଉଥିବା ଅଭିଯୋଗ ହୋଇଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#RamaDeviUniversity #BCJD #Mahaprasad

Comments