ବାଣୀବିହାର ସମ୍ମୁଖ NH ବନ୍ଦ କରି ଛାତ୍ର କଂଗ୍ରେସ ର ଧାରଣା ! ନିର୍ବାଚନୀ ଫଳାଫଳ ବିଳମ୍ବିତ ହେଉଥିବାରୁ ପ୍ରତିବାଦ ଜଣାଇଛି NSUI ! on October 15, 2026
ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ABVP ବିଜୟୀଡି. ନନ୍ଦିନୀ ସଭାପତି; ମାନସ ରଞ୍ଜନ ସାହୁ ସାଧାରଣ ସଂପାଦକ ପଦ ରେ ବିଜୟୀ ହୋଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Khordha #PrananathAutonomousCollege #ABVP on October 15, 2026
ଭୁବନେଶ୍ୱର : BCJD ନେତ୍ରୀ ଇପ୍ସିତା ସାହୁ ଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରସରରୁ ଟେକି ନେଲା ମହିଳା ପୋଲିସ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #BCJD #RDWOMENSUNIVERSITY on October 15, 2026
ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିର୍ଜାପୁର ରେ ନାବାଳିକା ଙ୍କୁ ଯୌନ ନିର୍ଯାତନା ଅଭିଯୋଗ ! ବର୍ଷକ ମଧ୍ୟ ରେ ଆଠ ନମ୍ବର ନାବାଳିକା ଦୁଷ୍କର୍ମ ର ଶିକାର ! on October 14, 2026