Posts

ବନ୍ୟା ଯୋଗୁଁ ଟ୍ରେନ ବାତିଲ !

କେବେ ସୁଧୁରିବ ଥାନା ଏବଂ ତହସିଲ ର ଅବସ୍ଥା !

ଶେଖ ହସିନା ଙ୍କ ଭିଡିଓ ସେୟାର କରିଥିବା ବାୟୁ ସେନା ଅଧିକାରୀ ଙ୍କୁ ହତ୍ୟା !

ଇଣ୍ଡୋନେସିଆ ଏବଂ ଭାରତ ର ସ୍ୱତନ୍ତ୍ର ବାହିନୀ ର ସମରାଭ୍ୟାସ।

ମୋବାଇଲ ଫୋନ୍ ବଦଳରେ ଲାଇଫବୟ ସାବୁନ ପଠାଇ ଫ୍ଲିପକାର୍ଟ ଦୋଷୀ ।

Saswat Roop Khabar News Paper 29/10/2026

Saswat Roop Khabar News Paper 28/10/2026 1st issue

ପୁଣି ବଡ଼ଦାଣ୍ଡ ରେ ଜମିଲା ଡ୍ରେନ ଏବଂ ବର୍ଷାଜଳ !

ସମୁଦ୍ରରୁ ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ !

ବ୍ରହ୍ମଗିରି : ଅରଖକୁଦା ସାମୁଦ୍ରିକ ଥାନା ପକ୍ଷରୁ ବାତ୍ୟା ଅର୍ଣ୍ଣବ ସମ୍ପର୍କରେ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବାସିନ୍ଦା ମାନଙ୍କୁ ସତର୍କତାମୂଳକ ପଦକ୍ଷେପ, ସୁରକ୍ଷା ନିୟମାବଳୀ ଏବଂ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସରକାରୀ ପରାମର୍ଶାବଳୀ ମାନିବାର ଗୁରୁତ୍ୱ ସମ୍ବନ୍ଧରେ ସଚେତନ କରାଯାଇଛି ।ରିପୋର୍ଟ :- ପିଙ୍କୁନ ଜେନା ଜନତା ଜାଗରଣ #PuriPolice #OdishaPolice #CycloneAlert #SafetyFirst #Odisha

ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପାଇଁ ଆଜି ଅପରାହ୍ନ ୧ଟାରୁ ଓ କାଲି ପର୍ଯ୍ୟନ୍ତ ଖୋର୍ଦ୍ଧାରେ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ କରାଯାଇଥିବା ବେଳେ ବାତ୍ୟାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Khordha #SchoolClosed #GovernmentEmployees #HolidayCancelled #CycloneAlert #

News Paper 27/10/2026

ପ୍ରଧାନମନ୍ତ୍ରୀ ଙ୍କ ପାଖରେ ପହଂଚି ପାରୁ ନାହିଁ ଓଡ଼ିଆ ଯୁବକ ଙ୍କ ସ୍ୱର !