ବ୍ରହ୍ମଗିରି : ଅରଖକୁଦା ସାମୁଦ୍ରିକ ଥାନା ପକ୍ଷରୁ ବାତ୍ୟା ଅର୍ଣ୍ଣବ ସମ୍ପର୍କରେ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବାସିନ୍ଦା ମାନଙ୍କୁ ସତର୍କତାମୂଳକ ପଦକ୍ଷେପ, ସୁରକ୍ଷା ନିୟମାବଳୀ ଏବଂ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସରକାରୀ ପରାମର୍ଶାବଳୀ ମାନିବାର ଗୁରୁତ୍ୱ ସମ୍ବନ୍ଧରେ ସଚେତନ କରାଯାଇଛି ।ରିପୋର୍ଟ :- ପିଙ୍କୁନ ଜେନା ଜନତା ଜାଗରଣ #PuriPolice #OdishaPolice #CycloneAlert #SafetyFirst #Odisha

Comments