ମୋବାଇଲ ଫୋନ୍ ବଦଳରେ ଲାଇଫବୟ ସାବୁନ ପଠାଇ ଫ୍ଲିପକାର୍ଟ ଦୋଷୀ । ୧୦,୫୭୪ ଟଙ୍କା ରିଫଣ୍ଡ ସହ ଅତିରିକ୍ତ ୧୦ହଜାର ଟଙ୍କା ଦେବାକୁ ଆଦେଶ ଦେଲେ ଦିଲ୍ଲୀର ଜିଲ୍ଲା ଉପଭୋକ୍ତା ଆୟୋଗ । ଗ୍ରାହକଙ୍କୁ ମାନସିକ ଯନ୍ତ୍ରଣା ଦେବା ସକାଶେ ୫ହଜାର ଓ ମକଦ୍ଦମା ଖର୍ଚ୍ଚ ଉଠାଇବାକୁ ୫ହଜାର ଟଙ୍କା ଗଣିବ ଫ୍ଲିପକାର୍ଟ । କେବଳ କ୍ରେତା ଓ ବିକ୍ରେତାଙ୍କ ଭିତରେ ଏକ ଅନଲାଇନ ମଧ୍ୟସ୍ଥିର ଭୂମିତା ତୁଲାଏ କହି ଫ୍ଲିପକାର୍ଟ ଦର୍ଶାଇଥିବା ଯୁକ୍ତିକୁ ଅସ୍ୱୀକାର କରିଦେଲେ ଆୟୋଗ ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Online #Company #Penalty
Comments
Post a Comment