ବନ୍ୟା ଯୋଗୁଁ ଟ୍ରେନ ବାତିଲ !

ଇଚ୍ଛାପୁରମ : ବନ୍ୟା ଯୋଗୁଁ ଇଚ୍ଛପୁରମ-ଝାଡୁପୁଡ଼ି ସେକ୍ସନ ରେ କିଛି ଅଂଶ ପାଣିରେ ବୁଡ଼ିଯିବାରୁ ଆଜି ଓ କାଲି ପାଇଁ ୨୦ଟି ଟ୍ରେନ୍‌ ବାତିଲ କରିଛି ପୂର୍ବତଟ ରେଲୱେ ! କୋଣାର୍କ, ପୁରୀ-ତିରୁପତି ପରି ପ୍ରମୁଖ ଏକ୍ସପ୍ରେସ ବାତିଲ ଘୋଷଣା କରାଯାଇଥିବା ବେଳେ ଆଉ ୨୦ଟି ଟ୍ରେନ୍‌ର ଗତିପଥ ବଦଳିବା ସହିତ ଆଉ ୪ଟି ସର୍ଟ ଟର୍ମିନେଟେଡ୍‌ କରାଯାଇଥିବା ନେଇ ମିଳିଛି ସୂଚନା !

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 
#EastCoastRailway #TrainCancelled #TrainServices #TrainDiversion

Comments