Posts

ସ୍ୱାମୀ କୁ କ୍ୟାନ୍ସର ହେବା ଜାଣି ସ୍ତ୍ରୀ ଦେଲା ଧୋକା !

ଦିଲ୍ଲୀ ରେ ଆନ୍ଦୋଳନ ରତ କାକ୍ରୋଚ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଙ୍କ ଉପରେ ପୋଲିସ ର ଲାଠି ଚାର୍ଜ !

ସିଜେପି ର ବିକ୍ଷୋଭ ପାଇଁ ବନ୍ଦ ହେଲା ଦିଲ୍ଲୀ ମେଟ୍ରୋ !

ଓଡ଼ିଆ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥା ର ଅଫିସ ସିଲ୍ । #bbsr #Baramunda

କଟକ : କଟକ ଗଣେଶ ଘାଟ ନିକଟ କାଠଯୋଡି ନଦୀ ମଝି ଟାୱାର ଉପରୁ ଯୁବକ ଉଦ୍ଧାର ! ପ୍ରାୟ ୨ ଘଣ୍ଟା ଧରି ଟାୱାର ଉପରେ ଫସି ରହିଥିଲେ ଯୁବକ! ଉଦ୍ଧାର ପରେ ପରିବାର ସଦସ୍ୟଙ୍କ ଜିମା ଦେଲା ଅଗ୍ନିଶମ ବାହିନୀ । ତେବେ କେମିତି ଟାୱାର ଉପରେ ଫସିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Cuttack #ManRescue #KathajodiRiver #Janatajagaran

ସାବଧାନ ରୁହନ୍ତୁ ନିଜ ଶିଶୁ ଙ୍କୁ ସୁରକ୍ଷିତ ରଖନ୍ତୁ ! କିଛି ମଣିଷ ରୂପୀ ପଶୁ ମାନେ ଏ ସମାଜ ରେ ବୁଲିବା ଆରମ୍ଭ କଲେଣି !

News Paper 20/07/2026

ଗୁଣ୍ଡିଚା ମନ୍ଦିର ବୁଲି ଦେଖିଲେ ବରିଷ୍ଠ ପୋଲିସ ଅଧିକାରୀ !

ସାତପଡା : ପୁରୀ ସାତପଡ଼ା 316 ଜାତୀୟ ରାଜପଥ ରେ ଗାଈ ଗୋରୁ ଙ୍କ ଗହଳି ଲାଗି ରହୁଥିବା ବେଳେ ହାଣ୍ଡିଆଳି ଛକରେ ଗାଈ ସହିତ ବାଇକ ଦୁର୍ଘଟଣା ରେ ଚାଲିଗଲା ଯୁବକଙ୍କ ଜୀବନ | ଘଟଣା ସ୍ଥଳରୁ 108 ଆମ୍ବୁଲାନ୍ସ କୁ ଫୋନ୍ କରି ସ୍ଥାନୀୟ କିଛି ଯୁବକ ଓ ଅଟୋ ସହାୟତାରେ ତୁରନ୍ତ ମେଡିକାଲ ନେଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏମିତି କେତେ ଯେ ଜୀବନ ଜାତୀୟ ରାଜପଥ ଗାଈ ପାଇଁ ଯାଉଛି ତାର ହିସାବ ନାହିଁ | ପୂର୍ବରୁ ଜନତା ଜାଗରଣ ତରଫରୁ ମଧ୍ୟ ଏହାକୁ ନେଇ ଖବର ପ୍ରସାରଣ କରାଯାଇଥିଲା କିନ୍ତୁ ପ୍ରଶାସନ ର ନୀରବତା ପାଇଁ ଆଜି ଆଉ ଅମୁଲ୍ୟ ଜୀବନ ଚାଲିଗଲା । ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Satapada #Road #Accident

ଓଡ଼ିଆ ଜନ ସାଧାରଣ ଙ୍କ ଇଚ୍ଛା ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ତାମିଲନାଡୁ ର ସି ଜୋସେଫ ବିଜୟ ଙ୍କ ଭଳି ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ତୁଫାନୀ ଏବଂ ଅଚାନକ ଗସ୍ତ କରନ୍ତୁ । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #CMOOdisha #CMOTamilnadu #Janatajagaran

ରଥଯାତ୍ରା ସମୟ ରେ ଉଦ୍ଧାର ହୋଇଥିବା ଶିଶୁ ଙ୍କୁ ପରିବାରବର୍ଗ ଙ୍କୁ ହସ୍ତାନ୍ତର କଲା ପୁରୀ ପୋଲିସ ।

ମହାପ୍ରଭୁ ଙ୍କ ବିନା ଟାହିଆ ରେ ନେଇ ପହଣ୍ଡି କୁ ନେଇ ବିବାଦ !

News Paper 19/07/2026