Posts

ବେଆଇନ ଭାବରେ ଚୋରା ଦେଶୀ ମଦ ବିକ୍ରି କରୁଥିବା ଅଭିଯୁକ୍ତକୁ ଗିରଫ କରିବା ସହିତ ଅଟୋ ଜବତ କରିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ l ରିପୋର୍ଟ :-ପିଙ୍କୁନ ଜେନା ଜନତା ଜାଗରଣ #Khordha #Excise

ଧଉଳି ଅଞ୍ଚଳ ରେ ପୋଲିସ କୁ ଗାଳି ଦେବା ଅଭିଯୋଗ ରେ ଦୁଇ ଗିରଫ !

ଶାରୀରିକ ସମ୍ପର୍କ ରକ୍ଷା ପାଇଁ ସ୍ତ୍ରୀ ଅରାଜି ହେବାରୁ ! ସ୍ତ୍ରୀ କୁ ନିସ୍ତୁକ ପିଟି ହାତ ଭାଙ୍ଗିଦେଲା ସ୍ୱାମୀ !

ଯୁଯୁମୁରା ନାବାଳିକା ନିଖୋଜ ଘଟଣା !

ସରକାରୀ ଯୋଜନା ରୁ ବଞ୍ଚିତ ମହିଳା ପାଲଟିଲେ ଦାଦନ !

ପ୍ରତ୍ୟେକ ଅପରାଧ ପଛ ର ମାନସିକତା ଏତେ ସମାନ କିପରି ? ଏକା ଉପାୟ ରେ ଏକାଧିକ ହତ୍ୟା ! #Murder #Knife

ରାଜ୍ୟ ରେ ବଢୁଛି ଏଲପିଜି କଳାବଜାରୀ ! ଖୋଜି ଖୋଜି ବେଆଇନ ଏଲପିଜି ବିକ୍ରେତା ଏବଂ ବ୍ୟବହାରକାରୀ ଙ୍କୁ ଗିରଫ କରୁଛି ପୋଲିସ ! #LPG #Black

ଏମିତି ଗାଁ ବି ଓଡିଶା ଭିତରେ ଅଛି ! ନା ଅଛି ରାସ୍ତା ନା ଅଛି ପାନୀୟ ଜଳ ର ବ୍ୟବସ୍ଥା ! #Ganjam #Dharakote

ମଧ୍ୟପ୍ରାଚ୍ୟ ଯୁଦ୍ଧ ର ନିଆଁ ରେ ଜଳୁଛି ହର୍ମୁଜ ପ୍ରଣାଳୀ ! #lpg #Harmuj

ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ଙ୍କ ନିୟମ କୁ ମାନୁ ନାହାନ୍ତି ସରପଞ୍ଚ !

ନିଜେ ନିଜେ ନାଳ ଖୋଲିଲେ ଚାଷୀ ! ହତବାକ ପ୍ରଶାସନ।

ଗଞ୍ଜାମ ଜିଲ୍ଲା ଧରାକୋଟ ରେ ପାଣି ପାଇଁ ସଂଘର୍ଷ !

ମଧ୍ୟାହ୍ନ ଭୋଜନ କୁ ଏଲପିଜି ଚିନ୍ତା !