Posts

News Paper 23/10/2026

ପ୍ରିୟଙ୍କା ଗାନ୍ଧୀ ଙ୍କ ପୁଅ ଏବଂ ଭାବି ବୋହୂ ଙ୍କୁ ନେଇ ଚର୍ଚ୍ଚା !

News Paper 22/10/2026

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା! ଡକାୟତ ଗ୍ୟାଙ୍ଗ ଠାବ, ୬ ବାଇକ୍‌ ସହ ଲାପଟପ୍‌, ମୋବାଇଲ୍‌ ଓ ସୁନାରୂପା ଅଳଙ୍କାର ଜବତ

କର୍ତ୍ତବ୍ୟ ନୁହେଁ, ସେବାରେ ଜିଣିଲେ ହୃଦୟ ! ମା’ ତାରାତାରିଣୀଙ୍କ ଦର୍ଶନରେ ବୟସ୍କ ଭକ୍ତଙ୍କ ସାହାରା ସାଜିଲେ ପୋଲିସ କର୍ମଚାରୀ ।

ଚିଲିକା ଟାପୁରେ ଥିବା ମା' ବନ ଦୁର୍ଗାଙ୍କ ପୀଠରେ ଆଧ୍ୟାତ୍ମିକ ପରିବେଶ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ !!

🇮🇳 ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ 🇮🇳

News Paper 21/10/2026

ରିଲ ବଡ଼ ନା ମଣିଷ ଛୁଆ ବଡ଼ ?

ଜନତା ଜାଗରଣ ତରଫରୁ ଆପଣ ସମସ୍ତ ଙ୍କୁ ପବିତ୍ର ଦଶହରା ର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛୁ ।#Janatajagaran #dussera2026

News Paper 20/10/2026

୧୬ ଘଣ୍ଟା ହେବ କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣା ପଡିଛି ! ଏ ନେଇ ପୋଲିସ ପକ୍ଷରୁ ‘ଏକ୍ସ’କୁ ଚିଠି ଲେଖା ଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର !ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #CommissioneratePolice #CuttackPolice #BhubaneswarPolice

ଗତକାଲି କିଣିଥିଲେ ନୂଆ ଇନୋଭା, ଆଜି ଛତ୍ରପୁର ଦୟା ପେଟ୍ରୋଲ ପମ୍ପ ନିକଟରେ ଡିଭାଇଡରରେ ପିଟି ଚୁରମାର୍‌ ! ଅଳ୍ପକେ ବର୍ତ୍ତିଲେ ୭ ଜଣ !