ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କ ବିରୋଧରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ! ଭଞ୍ଜନଗର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଧରିବା ସହ ୬ଟି ଚୋରା ବାଇକ୍, ୨ଟି ଲାପଟପ୍, ୭ଟି ମୋବାଇଲ୍ ଫୋନ୍ ଏବଂ ସୁନା ଓ ରୁପା ଅଳଙ୍କାର ଜବତ କରିଛି। ଏହି ଅଭିଯୁକ୍ତମାନେ ବେଲଗୁଣ୍ଠା ଥାନା ଅଞ୍ଚଳରେ ଘଟିଥିବା ଦୁଇଟି ଚୋରି ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ରିପୋର୍ଟ :- ପିଙ୍କୁନ ଜେନା
ଜନତା ଜାଗରଣ
#Bhajnagar #Ganjam
Comments
Post a Comment