ରିଲ ବଡ଼ ନା ମଣିଷ ଛୁଆ ବଡ଼ ?
ଆରେ ରିଲ ଅପେକ୍ଷା ମଣିଷ ଛୁଆ ବଡ଼ ରେ !
ରିଲ ନିଶା ରେ ନିଜ ଛୁଆ ଙ୍କୁ ଭୁଲି ଯାଉଛନ୍ତି ବାପା ମା ! କିଛି ଦିନ ତଳେ ଜଣେ ମା ନିଜ ଛୁଆ କୁ ଛାଡି ଏକ ବ୍ରିଜ ଉପରେ ରିଲ ରେ ମଗ୍ନ ଥିବା ବେଳେ ଛୁଆ ଟି ବ୍ରିଜ ତଳକୁ ଖସି ପଡିବା ବେଳକୁ ତାର ପିତା ତାକୁ ଧରି ପକାଇ ବଞ୍ଚାଇଥିଲେ ଏବେ ଏକ ସମୁଦ୍ର କୂଳ ରେ ବାପା ମା ରିଲ ରେ ମଗ୍ନ ଥିବା ବେଳେ ଜଣେ ବ୍ୟକ୍ତି ଛୁଆ ଟି କୁ ଭାସି ଯିବା ବେଳେ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି ! ଏଭଳି ଅନେକ ଘଟଣା ସାମ୍ନା କୁ ଆସିବା ପରେ ଏହି କୁନି କୁନି ନିଷ୍ପାପ ଶିଶୁ ଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଥିବା ବେଳେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଏହି ଭିଡିଓ ଗୁଡିକୁ ଲୋକ ମାନେ ଖୁବ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Reels #Childsafety
Comments
Post a Comment