Posts

ଚନ୍ଦନ ଗଛ ଲଗାଇଲେ କୋଟିଏ ଟଙ୍କା ର ଲୋଭ ଦେଖାଇ କୋଟି କୋଟି ଟଙ୍କା ର ବେପାର କିନ୍ତୁ ବୋର୍ଡ ଉପରେ ନାହିଁ ଜିଏସଟି ନମ୍ବର ! ନିବେଶ କରାଇବା ବେଳ ର ପ୍ରତିଶୃତି ପାଲଟୁଛି ପାଣି ର ଗାର ! ଥାନା ରେ ମାଳ ମାଳ ଅଭିଯୋଗ ତାହା ସତ୍ତ୍ୱେ ମିଡ଼ିଆ ଏବଂ ମାନବଧିକାର କର୍ମୀ ଙ୍କୁ ଦୁର୍ବ୍ୟବହାର ! ଜମି କିଣିବା ପୂର୍ବରୁ ପ୍ରଥମେ କେଉଁ ସ୍ଥାନ ର ଜମି କିଣୁଛନ୍ତି ତାହାର ସରକାରୀ ସ୍ତର ରେ ଭୌଗୋଳିକ ଯାଞ୍ଚ ନିତାନ୍ତ ଆବଶ୍ୟକ ! ଚାକିରୀ ବାଛିବା ପୂର୍ବରୁ ମଧ୍ୟ ଥର ଟିଏ କମ୍ପାନୀ ବିଷୟ ରେ ଯାଞ୍ଚ ନିହାତି ଆବଶ୍ୟକ !ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Nayapalli #Nayapalli #Builder

News Paper 18/10/2026

ନୁଡୁଲ୍ସ ଖାଇ ଗୋଟିଏ ପରିବାର ର ପାଞ୍ଚ ଜଣ ଙ୍କ ମୃତ୍ୟୁ !

ଭାରତୀୟ ଯୁବକ ଙ୍କ ପ୍ରେମ ରେ ପାଗଳ ହେଲେ ରଶିଆନ ସୁନ୍ଦରୀ !

ଭୁବନେଶ୍ୱର ବିମାନବନ୍ଦର ରୁ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ !

ଦିଲ୍ଲୀ ପୋଲିସ କହିଲା ଆମେ ଏକାକୀ ଲଢ଼ିଛୁ ଏବଂ ଏକା ଲଢ଼ିବା ପାଇଁ ଦରକାର ସାହସ !

ମଙ୍ଗଳଗୀତମ୍ 🙏 ଜୟ ଜଗନ୍ନାଥ

News Paper 17/10/2026

ଗଣତନ୍ତ୍ରର ସୁରକ୍ଷା ଦାବିରେ ମୁମ୍ବାଇସ୍ଥିତ ବମ୍ବେ ହାଇକୋର୍ଟ ବାହାରେ ଓକିଲମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Democracy #Mumbai

ଯମୁନା ନଦୀ ରେ ହଜାର ହଜାର ମାଛ ଙ୍କ ମୃତ୍ୟୁ !

ପୁଣି ଅଭିଜିତ ଦୀପକେ ଗିରଫ !

ଭୁବନେଶ୍ୱର ବିମାନବନ୍ଦର ରେ ବିଦାୟୀ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Odisha #BhubaneswarAirport #DrHariBabuKambhampati #MohanCharanMajhi

ଚେନ୍ନାଇ ରେ ଶ୍ରମିକ ଙ୍କ ସନ୍ଦେହ ଜନକ ମୃତ୍ୟୁ !