ଦିଲ୍ଲୀ ପୋଲିସ କହିଲା ଆମେ ଏକାକୀ ଲଢ଼ିଛୁ ଏବଂ ଏକା ଲଢ଼ିବା ପାଇଁ ଦରକାର ସାହସ !


ଦିଲ୍ଲୀ : ସିଜେପି ର ବିକ୍ଷୋଭ ପ୍ରଦର୍ଶନ ବେଳେ ଜଣେ ମହିଳା ପୋଲିସ କର୍ମଚାରୀ ଙ୍କୁ ଅସଦାଚରଣ କରାଯିବା କୁ ନେଇ ଫୋଟୋ ଜାରି କରିଛି ଦିଲ୍ଲୀ ପୋଲିସ ! ଦିଲ୍ଲୀ ପୋଲିସ ର ବ୍ଲଗ ରେ ଛଡା ଯାଇଥିବା ଏହି ଫୋଟୋ ରେ ଜଣେ ମହିଳା ପୋଲିସ କର୍ମଚାରୀ ଙ୍କୁ ଅତ୍ୟନ୍ତ ଅମାନବୀୟ ଢଙ୍ଗ ରେ ଘୋଷାଡ଼ି ନିଆ ଯିବା ସହିତ ତାଙ୍କ ଖାକି ବର୍ଦି କୁ ଚିରି କିଛି ମହିଳା ଏବଂ ଯୁବ ନେତ୍ରୀ ଫୋଟୋ ଉଠାଉ ଥିବା ଦେଖିବାକୁ ମିଳିଛି !

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#NewDelhi #CJP

Comments