ଭୁବନେଶ୍ୱର ବିମାନବନ୍ଦର ରୁ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ !

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦର ରୁ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯିବା ସହ ୪ ଜଣ ଙ୍କୁ ଅଟକ ରଖାଯାଇଛି । ୫ କେଜିରୁ ଊର୍ଦ୍ଧ୍ୱ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛି କଷ୍ଟମ୍ସ ବିଭାଗ ! ବ୍ୟାଙ୍କକ୍ରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀ ଙ୍କ ଠାରୁ ଜବତ କରିଛନ୍ତି ସ୍କ୍ୱାଡ଼ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୮୫ ଲକ୍ଷ ଟଙ୍କା ହୋଇଥିବା ଅନୁମାନ କରାଯାଉଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 
#BhubaneswarAirport #HydroponicCannabis

Comments