Posts
ଯଦି ଶାସକ ଦଳ ର ଏତେ ଅଭିଯୋଗ ଥିଲା ଭିକେ ପାଣ୍ଡିଆନ ଙ୍କ ନାମ ରେ ! କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କାହିଁକି ?

- Get link
- X
- Other Apps
- Get link
- X
- Other Apps
- Get link
- X
- Other Apps
ସ୍ନାନ ବେଦୀ ରେ ମହାପ୍ରଭୁ ଙ୍କ ଗଜାନନ ବେଶ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #SnanPurnima2026

ସ୍ନାନ ମଣ୍ଡପ କୁ ବିରାଜିଛନ୍ତି ବଳିୟାରଭୂଜ 🙏 ବଡ଼ ଠାକୁର ବଳଭଦ୍ର 🙏 ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #snanpurnima2026

ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧା ମୂରତି ! ଚକ୍ଷୁ ଧନ୍ୟ ହେଲା 🙏 ଲାଗି ହେବ ଶହ ଶହ ଗରା ଜଳ ! ମାନବୀୟ ଲୀଳା ରଚି ଜ୍ୱର ରେ କମ୍ପିବେ ବ୍ରହ୍ମାଣ୍ଡ ଗୋସାଇଁ ! ତା ପରେ ସମସ୍ତ ଙ୍କ ନଜର ଆଢୁଆଳ ରେ ମହାପ୍ରଭୁ ବିରାଜିବେ ବକ୍ସି ଙ୍କ କ୍ଷେତ୍ର ବ୍ରହ୍ମଗିରି ର ପ୍ରଭୁ ଅଲାରନାଥ ଙ୍କ ମନ୍ଦିର କୁ 🙏 ରୁଣ୍ଡ ହେବେ ଭକ୍ତ ମେଳା ଲାଗିବ ବ୍ରହ୍ମଗିରି ରେ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #snanpurnima2026

ପହଣ୍ଡି ହୋଇ ସ୍ନାନ ମଣ୍ଡପ କୁ ବିରାଜିଛନ୍ତି କାଳିଆ ସାଆନ୍ତେ 🙏 ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ #snanpurnima2026

ଜୟ ଜଗନ୍ନାଥ 🙏 ଧାଡି ପହଣ୍ଡି ହୋଇ ଚକ୍ରରାଜ ସୁଦର୍ଶନ ସ୍ନାନ ବେଦୀ କୁ ବିଜେ କରୁଥିବା ର ଦୃଶ୍ୟ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Puri #Snanpurnima2026