Posts
ବିଜେପି ଶାସିତ ବ୍ରହ୍ମଗିରି ରେ ଇଣ୍ଡି ମେଣ୍ଟର 12 ଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ବ୍ରହ୍ମଗିରି କଂଗ୍ରେସ ସମେତ ଅନ୍ୟ ସଂଗଠନ ମାନେ ଏହି ବନ୍ଦ ସାମିଲ ହୋଇଛନ୍ତି l ଏହି 12 ଘଣ୍ଟିଆ ବନ୍ଦରେ ବ୍ରହ୍ମଗିରି ରେ ଦୋକାନ ବଜାର, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି l ଆଗରୁ ସୋସିଆଲ ମିଡ଼ିଆର ସୂଚନା ଅନୁଯାଇ ଲୋକମାନେ ସଚେତନ ହୋଇଛନ୍ତି ଅତି ଆବଶ୍ୟକ କାର୍ଯ୍ୟଥିବା ବ୍ୟକ୍ତି, ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ରାସ୍ତାରେ ଦେଖିବାକୁ ମିଳିଛି lରିପୋର୍ଟ :- ପିଙ୍କୁନ ଜେନା ଜନତା ଜାଗରଣ #Brahmagiri #Congress

- Get link
- X
- Other Apps
କଂଗ୍ରେସ ର ଓଡିଶା ବନ୍ଦ ଡାକରା ସମୟ ରେ ଆଜି ବିଭିନ୍ନ ସ୍ଥାନ ରେ ରାସ୍ତା ରୋକ କରାଯିବା ସହିତ ବିକ୍ଷୋଭ କରାଯିବା ସହିତ ଏବଂ ଧାରଣା ଦିଆଯାଇଛି !ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Congress #Odisha #Strike