ଗୋଆ : ବରିଷ୍ଠ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ନାନା ପାଟେକରଙ୍କ ର ୭୫ ବର୍ଷ ବୟସରେ ଅକ୍ଟୋବର ୮, ୨୦୨୬ରେ ଦେହାନ୍ତ ହୋଇଛି । ଗୋଆ ସ୍ଥିତ ତାଙ୍କ ବାସଭବନ ରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିବା ପରେ ନାନା ପାଟେକର ଙ୍କୁ ଅଚେତ ଅବସ୍ଥା ରେ ଦେଖିବାକୁ ମିଳିଥିଲା । ମେଡିକାଲ୍ ଟିମ୍ ପ୍ରାୟ ୪୫ ମିନିଟ୍ ଧରି ସିପିଆର୍ ଦେଇ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ପରେ ମଣିପାଲ୍ ହସ୍ପିଟାଲ ରେ ସକାଳ ୫ଟା ୨୦ ମିନିଟ୍ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ହିନ୍ଦୀ ଓ ମରାଠୀ ସିନେମାରେ ତାଙ୍କର ଦମଦାର ଅଭିନୟ ଓ ଅସାଧାରଣ ସଂଳାପ ପ୍ରଦାନ ଶୈଳୀ ପାଇଁ ନାନା ପାଟେକର ବେଶ୍ ପରିଚିତ ଥିଲେ । ‘ପରିନ୍ଦା’, ‘କ୍ରାନ୍ତିବୀର’, ‘ନଟସମ୍ରାଟ’ ଏବଂ ‘ଅବ୍ ତକ୍ ଛପ୍ପନ’ ଭଳି ସମାଲୋଚକ ଙ୍କ ପ୍ରଶଂସିତ ଓ ଚର୍ଚ୍ଚିତ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ସିନେମା ଜଗତରେ ଅବଦାନ ପାଇଁ ସେ ତିନିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ସହିତ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ମଧ୍ୟ ସମ୍ମାନିତ ହୋଇଥିଲେ।
କଳା ଓ ରଙ୍ଗମଞ୍ଚ କ୍ଷେତ୍ରରେ ନାନା ପାଟେକରଙ୍କ ଅପାର ଅବଦାନକୁ ସମ୍ମାନ ଜଣାଇ ମହାରାଷ୍ଟ୍ର ସରକାର ତାଙ୍କୁ ରାଜକୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।
ରିପୋର୍ଟ :- ରୂପ ରତନ
ଜନତା ଜାଗରଣ
#Nanapatekar #Death #Janatajagaran
Comments
Post a Comment